Hidamati

Hidamati

Nityananda Mahapatra

21,58 €
IVA incluido
Disponible
Editorial:
BLACK EAGLE BOOKS
Año de edición:
2023
ISBN:
9781645604716
21,58 €
IVA incluido
Disponible
Añadir a favoritos

ନିତ୍ୟାନନ୍ଦ ମହାପାତ୍ର (୧୭ ଜୁନ୍ ୧୯୧୨ - ୧୭ ଅପ୍ରେଲ ୨୦୧୨) ଏକଧାରାରେ ଥିଲେ ଜଣେ ଔପନ୍ୟାସିକ, ଗାଳ୍ପିକ, କବି, ସାମ୍ବାଦିକ ତଥା ରାଜନୀତିଜ୍ଞ । ଓଡ଼ିଶା ବିଧାନସଭାର ସଦସ୍ୟ ଭାବେ ସେ ୧୯୫୭ରୁ ୧୯୭୧ ପର୍ଯ୍ୟନ୍ତ ତଥା ଯୋଗାଣ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ରୂପେ ୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ଓଡ଼ିଆ ପତ୍ରିକା ’ଡଗର’ର ସମ୍ପାଦକ ଭାବରେ ସେ ଲୋକପ୍ରିୟ ଥିଲେ । ତାଙ୍କ ରଚିତ ଉପନ୍ୟାସ ଭିତରେ ’ଭଙ୍ଗାହାଡ଼’, ’ଘରଡିହ’, ’ହିଡ଼ମାଟି’, ’ଜୀବନର ଲକ୍ଷ୍ୟ’, ’ଜୀଅନ୍ତା ମଣିଷ’, ’ଜଳନ୍ତା ନିଆଁ’, ’ସୁଖର ସନ୍ଧାନେ’ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ ହେଲା ’ଏଗାରଟା’, ’ଆଖି ନାହିଁ କାନ ନାହିଁ’, ’କ୍ଷଣିକ’, ’ଧଳାଗାର କଳାଗାର’, ’ରାଜକନ୍ୟା’ । ତାଙ୍କ କଥା ସାହିତ୍ୟରେ ଗଭୀର ମାନବିକତାର ପରିଚୟ ମିଳେ । ଆବେଗପୂର୍ଣ୍ଣ ତଥା ମାନବଧର୍ମୀ ବର୍ଣ୍ଣନାରୀତି ତାଙ୍କ ରଚନାର ବିଶେଷତ୍ୱ । ସେ ପାଇଥିବା ପୁରସ୍କାର ମଧ୍ୟରେ ’ନାହଂ ତିଷ୍ଠାମି ବୈକୁଣ୍ଠେ’ ଜୀବନୀ ଗ୍ରନ୍ଥ ପାଇଁ ୧୯୮୦ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ’ଘରଡିହ’ ଉପନ୍ୟାସ ପାଇଁ ୧୯୮୭ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ୧୯୯୯ର ଅତିବଡୀ ପୁରସ୍କାର ଉଲ୍ଲେଖଯୋଗ୍ୟ ।

Artículos relacionados

Otros libros del autor

  • Gharadiha
    Nityananda Mahapatra
    Gharadiha deals with a period of about 20 years, from 1942 to 1961, that is beginning from the time of Quit India Movement to the Chinese aggression. The novel seeks to give an account of the changes during that period which disrupted the traditional pattern of village-life, as a result of which not only did the human character change but also the basic values of the village we...
    Disponible

    26,42 €